by Prasanna Kumar Das ✓ · 29 Nov 2020
ଘରୁ ବାହାରକୁ ଯିବୁ ନାହିଁ ବୋଉ କା' ସଂଗେ ମିଶିବୁ ନାହିଁ। କହିବୁ ବାପାଙ୍କୁ ବିଲରୁ ଫେରିଲେ ତାଆସ ଖେଳିବେ ନାହିଁ ।। ତେଲ ଲୁଣ କିଛି ଆଣିବାକୁ ଯେବେ ଦୋକାନ ବଜାର ଯିବ। ଚାରିହାତ ଦୂରେ ରହିବ ଦୂରେଇ ମୁହଁ ରେ ମୁଖା ପିନ୍ଧି
Loading comments…
Comments
Loading comments…