by Pinku Ranbida ✓ · 1 Dec 2020
କ୍ଷଣିକ ପାଇଁ ମୁଁ ସବୁ ଭୁଲିଗଲି ଶୁଣି ତୁମ ପାଦର ପାଉଁଜି, ଲାଗିଲା ଯେମିତି ଇଏକି ମୋ ସ୍ବପ୍ନ ରାଇଜର ରାଜକୁମାରୀ l ଚାଲିରେ ତୁମ ପଦ୍ମ ଫୁଟୁଥାଏ ହସରେ ଝରୁଥାଇ ସତେକି ମହୁ, କୋଇଲିରୁ କଣ୍ଠ ଚୋରେଇ ଆଣିଛ କଥା କହୁଥିଲ କୁହୁ କୁହୁ l
Loading comments…
Comments
Loading comments…