by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 21 Jul 2021
ଚିଠି ଖଣ୍ଡିଏ କାଗଜ ଟୁକୁରାର ନକ୍ସା ମାନସିକତାର ଭୂଗୋଳରେ ରହେ ସାଇତା, ଦୂରକୁ କରି ନିକଟ ବଢାଏ ଆନ୍ତରିକତା ମାପି ଥାଏ ପରସ୍ପରେ ପ୍ରେମର ଗଭୀରତା।
Loading comments…
Loading comments…