by Sagar Kumar Parida ✓ · 9 Sept 2020
ଦୁଇ ହୃଦୟର ମିଳନ ପାଇଁ ଡାକବାଲା ମୋତେ ମୁଣିରେ ଥୋଇ ।। ଠିକଣା ଦେଖିକି ଦିଅଇ ମୋତେ, ଆଦର ମୋହର କାହିଁରେ କେତେ ।। ଯେଉଁ ଦିନୁ ମୋବାଇଲ୍ ଆସିଲା, ସେଦିନୁ ମୋର କାଳ ପୁରିଲା।।
Loading comments…
Loading comments…