by Sasmita Acharya ✓ · 28 May 2018
ମୁଁ ପାଇଯିବି ଆତ୍ମସନ୍ତୋଷ ତୁମ ମନରେ ଥିବ ଗୁଡାଏ ଅବଶୋଷ ତଥାପି ମୁଁ ତୁମ ପାଇଁ ଜଳୁଥିବି ଆକାଶରେ ତାରାଫୁଲ ସାଜି ରହିଥିବି ……||
Loading comments…
Loading comments…