by Amaresh Kumar Hanuman ✓ · 1 Jul 2019
ଖାଇବାକୁ କିଛି ପ୍ରାୟ, ଥାଏନା ତା ପାଖ ; ପିଲା କାନ୍ଦୁଥିବେ ଥାଇ, ଯା'ର ଦୁଇ କାଖ ; ପେଟ ପାଇଁ ଖୋଜେ ବନେ, କାଠ ଝୁଣା ଲାଖ ; ଲୁହ ବହିଯିବ ଯଦି, ଦେଖିବ ତା' ମୁଖ ।
Loading comments…
Loading comments…