by Debabrata Jena ✓ · 30 Jul 2018
ସମର୍ପି ଦେଉଛି ତବ ଶ୍ରୀ ପୟୋରେ ମାଗୁଣି ମୋର ଏତିକି ତୁମ ନାମ ଗାଇ ବିତୁ ମୋ ଜୀବନ ଲିଭୁ ମୋ ନିଶ୍ୱାସ ବତୀ ଚକାଆଖି.........ତୁମେ ମୋ ଜୀବନ ସାକ୍ଷୀ
Loading comments…
Loading comments…