by Bijay Prusty ✓ · 14 Jun 2021
ନୀରବ ଯେ ଆଜି ସଭିଙ୍କର ସ୍ୱର ଅଜଣା ଆତଙ୍କ କରିଛି ଗ୍ରାସ ସଭିଏଁ ଲୋଡନ୍ତି ତୋର ଦରଶନ ଦେଖିବାକୁ ତୋର ଶ୍ରୀମୁଖେ ହସ I ଡେରି ଆଉ କରନାହିଁରେ କାଳିଆ ଖୋଲି ଦେ' ତୋର କଂସା କବାଟ ତୋ କୃପାଦୃଷ୍ଟିରେ ଚାହିଁ ଦେ ଥରେ ଶେଷ ହୋଇଯାଉ କରୋନା ନା
Loading comments…
Loading comments…