by Sudhashree Bhattamisra ✓ · 11 Jan 2022
ମୁଁ ଯେତେବେଳେ ଅଧୁରା ସ୍ୱପ୍ନ ଭଳି ଭୁଲିଯାଏ ପ୍ରତିଟି ଯନ୍ତ୍ରଣାର ଭାଷାକୁ କିନ୍ତୁ ହେଲେବି ତ ଏ ଜୀବନଟା ଏକ ଅଗ୍ନିପରୀକ୍ଷା ଦେବାକୁ ପଡେ କେବେ ଅପହୃତା ସୀତାଙ୍କ ଭଳି
Loading comments…
Comments
Loading comments…