by Biswanath Nayak ✓ · 30 Jun 2019
କିନ୍ତୁ? ମୋତେ ଲାଗେ ଭୟ ତୁମର ସେ ଚନ୍ଦ୍ରକଳା ପାଇଁ! ଜୋଚ୍ଛନା ସାଥିରେ ଆସି କାଳିମା ଲେପିବନି ତ ମୋ ମନ ମାନସୀର ସେ ରଙ୍ଗଭରା ଗୋଲାପି ଅଧରେ? କଳଙ୍କ ବୋଳିବନି ତ ତାର ସେ ସ୍ଵପ୍ନିଳ ହସରେ?
Loading comments…
Comments
Loading comments…