by DR SAMIR RANJAN BEHERA ✓ · 19 Apr 2022
ଘରେ ହାଣ୍ଡି ମାଙ୍କଡ଼ ଚିତ୍ ମାରୁଛି ସ୍ତ୍ରୀ ଡାଲି ଚାଉଳ ଆଣ କହୁଛି, ହେଲେ ଡାଲି ଚାଉଳ ଠୁଁ ଆରମ୍ଭ କରି ଚିକେନ ପନିର ପ୍ରଧାନ ଘରକୁ ଯାଉଛି, ଏଣେ ସ୍ତ୍ରୀକୁ କହୁଛି ଆଜି କାମ ନାହିଁ ପଇସା ନାହିଁ ଆଜି ଚଳେଇଦିଅ କାଲି ସବୁ ଆଣିବା ପରା
Loading comments…
Loading comments…