by PRIYARANJAN SAHOO ✓ · 25 Oct 2021
ବୋଧହୁଏ ସେ ହିଁ ଏ କାଳର 'ମଣିଷ'.. କାଳ ସହ ତାଳ ଦେଇ ଚାଲିଛି ପରା ସେ... ସବୁ ଦେଖେ ଘଟୁଥିବା ଘଟଣାକୁ ପରଖେ ସବୁକୁ ଅଣଦେଖାର ତାଲିକାଭୁକ୍ତ କରିଦିଏ ।
Loading comments…
Loading comments…