by DILIP KUMAR SAHOO ✓ · 13 Jul 2020
ନଥିଲେ ବି କଥା କିଛି କଥା ହେଉ ବସି କଥାରେତା ଭରିଥାଏ ମିଠା ହସ ବେଶି ଅଲୁରା ଖିଅ ରୁ ଆମେ ଖିଅ ଖୋଜିଖୋଜି ମେଘ ରଜା ରାଇଜରେ ଯାଉ ସତେ ହଜି କଥା ଆମ ସରେ ନାହିଁ ବେଳ ପଛେ ସରେ
Loading comments…
Comments
Loading comments…