120Log inSign up
Poem · Drama

ଚୁପ୍ ରୁହ ! ବ୍ରେକ୍ ଦିଅ !

by Panchanan Jena ✓ · 26 Jan 2021

373Reads
36Likes
2Min read

ପିଲା ପରିବାର ପାଇଁ ପାଦ କାଢିଲି ଜୀବନ ଜୀବିକା ପାଇଁ ଚାକିରି କଲି ସତ କହିବାକୁ ମୁଁହ ଖୋଲିଲେ ଶୁଣିବାକୁ ପାଇଲି ଚୁପ୍ ରୁହ ! ବ୍ରେକ୍ ଦିଅ ! ଜାଣିନ କି ଅଭିନବ କୌଶଳ ଫାଇଲ ନାଲି କାମ କରିବାକୁ ହଲି ଦୋହଲି ?

Loading comments…

ଚୁପ୍ ରୁହ ! ବ୍ରେକ୍ ଦିଅ ! · StoryMirror