by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 19 Oct 2019
ଜରଜର ହୋଇ ରସେ କେ ବୋଲେ ଆଣିଲା ଚିତ୍ତ ଜରଜର ସରସର କଳେବର ହେଲା ରତି ଖେଦ ସ୍ୱଦେ ସରସର ତାତପରି ଜଗଦେବଦେବ ଭବ ପରିଭବ ଜାତ ନୋହୁଁ ସାନୁଗ୍ରହ ହୁଅନିତି ଏ ଭୂପତି ଜଗଦ୍ଦେବ ସୁଖି ହେଉ ।
Loading comments…
Loading comments…