by ପ୍ରାଚୀନ ଓଡ଼ିଆ କାବ୍ୟ କବିତା ✓ · 22 Aug 2018
ସତ୍ତ୍ୱ ରଜ ତମ ଏକତ୍ର କରି । ପଚିଶ ପ୍ରକୃତି ତୃଣକୁ ମାରି । ଷଡ ଅଇରିକି ବାଳୁଙ୍ଗା କାଟିବୁ । ଏକାଦଶ ଇନ୍ଦ୍ରି ହିଡ ବେଢ଼ାଇବୁ ।
Loading comments…
Loading comments…