by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 8 Nov 2019
ଏପରି ସରସତର ଚାତୁର୍ଯ୍ୟ ଗର୍ଭଦ ଗିର ଚୁମ୍ବିଦେଲେ ଯହୁଁ ଶ୍ରୁତିପାଶେ ସେ ବିମ୍ବାଧରା ସମ୍ଭାଳି ନପାରି ଅଟ୍ଟହାସେ - ଘନସାର ପରାଗ ବରଷେ ଘନେ ଶମ୍ପାପରି ସ୍ନେହେ - ମିଶି ଘନଶ୍ୟାମ ଦେହେ ମଣ୍ଡିଲେ ଯମୁନା ତଟ ରସେ ।
Loading comments…
Loading comments…