by ପ୍ରାଚୀନ ଓଡ଼ିଆ କାବ୍ୟ କବିତା ✓ · 3 Aug 2018
କୃଷ୍ଣ କହନ୍ତି ବୟସ । ଭାଷ କେତେ ହୋଇଥିବ ବରଷ । ସହଚରୀ ରେ । ବୋଲୁଁ ବୃନ୍ଦା ହସ ହସ । ବୟସ ଏଗାର ବାର । ଭିତରେ ପରି ହେଉଛି ଗୋଚର । ରସରାଜ ହେ ।
Loading comments…
Loading comments…