by ପ୍ରାଚୀନ ଓଡ଼ିଆ କାବ୍ୟ କବିତା ✓ · 27 Aug 2018
ଜାଳିଣ ମୁଁ ଜାଗର ପୂଜିଣ ଶିବା ହର ପାଇବି ସେ ନାଗର ତାଠାରୁ ସୁଆଦର ଦୀନକୃଷ୍ଣର ଗୀର ଭାଷନ୍ତି ବାରମ୍ବାର ମୋ କଣ୍ଠହାରା ।
Loading comments…
Loading comments…