by ପ୍ରାଚୀନ ଓଡ଼ିଆ କାବ୍ୟ କବିତା ✓ · 27 Aug 2018
ଭଲା ଭାଗ୍ୟରେ ଶୋଭା ଦେଖିଲି ମୁହିଁ ଦେଖି ମୋତେ ଲୁଚିଲା ବନଜ ମୁହୀଁ । ୬ । ଭଣିଲେ ନୀଳକଣ୍ଠ ନୃପତି ବର ରମଣୀକି ପାଇଲେ କରନ୍ତି ହାର ।
Loading comments…
Loading comments…