by Sadananda Pratihari ✓ · 24 Sept 2020
ନାହିଁ ମୋର କ୍ଷେତ ବାଡ଼ି କରିବାକୁ ଚାଷ ବାସ କି ଅବା ଥିଲେ ଶିକ୍ଷା ଦୀକ୍ଷା କରିଥାନ୍ତି କଲମ ଚାଷ ନୁହେଁ ମୁଁ କୁଶଳୀ କାରିଗର ଅବା କର୍ମରେ ନିପୁଣ କରିବାକୁ ମୂଲଚାଲ ମଜୁରିରେ ଦୁଇଗୁଣ
Loading comments…
Comments
Loading comments…