by Sagar Kumar Parida ✓ · 25 Sept 2020
ଘରେ ଚାରିପ୍ରାଣୀ କୁଟୁମ୍ବ ମୋର ବୁଢା ବାପା ,ମା'ର ଔଷଧ ଦର ପିଲାମାନଙ୍କର ପଢିବା ଖର୍ଚ୍ଚ ମୋ ଉପରେ ସବୁ ହୋଇଛି ନ୍ୟସ୍ତ ଖଟୁଛି ସେ ପାଇଁ ଦାଦନ ରୂପରେ ବାହାରେ ଯାଇ ।।
Loading comments…
Comments
Loading comments…