by subrat kumar jena ✓ · 20 Sept 2020
ଭୋକର ଭୂଗୋଳରେ ମୁଁ ଜଣେ, ପଥହରା ଭାସ୍କୋଡାଗାମା , ଯିଏ ଅହରହ ଖୋଜି ଚାଲିଛି , ଦାରିଦ୍ର୍ୟର ଶେଷ ସୀମାକୁ, ଯେମିତି ଗୋଟେ ବିରାଟ ଭୂଖଣ୍ଡ ଆବିଷ୍କାର କରିବି ବୋଲି ।
Loading comments…
Comments
Loading comments…