by GAGAN KUMAR DASH ✓ · 26 Sept 2020
ଦାଦନ, ପୃଥିବୀ ଛାତିର ତାତି ତାହାର ପାଦରେ ଫୋଟକା / ରକ୍ତାକ୍ତ ପାଦ ଆଉ ହାତ । ଚାଲିଥାଏ ଅନବରତ କାମ ମଣିଷର ଦୈନନ୍ଦିନ ପେଟପାଟଣା ଚିନ୍ତାରେ ।
Loading comments…
Loading comments…