by Pramila Mohanty ✓ · 30 May 2020
ଵହୁ ଆଶା ନେଇ ଚାଲି ଛି ଜାଣେନା କେତେବେଳେ କେଉଁଠି ଯାଇ ଛି ପହଞ୍ଚି ବୈଶାଖ ଜେଷ୍ଠ ମାସର ଖରା କରୁଛି ତାକୁ ଟାହିଟାପରା ଅଣ୍ଟା ଭିଡ଼ି ଆଗକୁ ମାଡ଼ିଚାଲି ଛି କେଉଁଠି ମୁଠା ଏ ମିଳିଲେ ଖାଉଛି
Loading comments…
Comments
Loading comments…