by Tarun Mohapatra ✓ · 23 Sept 2020
ମାଆ ର ଭୋକିଲା ମୁହଁ ଦେଖିଦେଇ ଶପଥ କଲି ମୁଁ ବିଦେଶ ଯିବି ଦାଦନ ଖଟିବି ଅର୍ଥ ସାଉଁଟିଵି ମା ର ମୁହଁରେ ହସ ଭରିବି । ସୁରତ ଚାଲିଲି ମାଆ କୁ ଭୂଲିଲି ଆଖିରେ ଆଖିଏ ସପନ ଭରି ବରଷ ଗୋଟିଏ ରହିନାହିଁ ସେଠି କରୋନା ରା
Loading comments…
Comments
Loading comments…