by Chinmaya Kumar Nayak ✓ · 16 Dec 2020
ଦାନ ମାଝୀ ବୋଲି ଗୋଟିଏ ଚେହେରା ପରିଚିତ ହେଲା ଦିନେ ପଲ୍ଲୀଠାରୁ ଦିଲ୍ଲୀ ଯାଏ, ଗଣମାଧ୍ୟମଠୁ ରାଜନେତା ଯାଏ ସ୍ବେଛାସେବୀଠାରୁ ବୁଦ୍ଧିଜୀବୀ ଯାଏ ନକଲି କ୍ରନ୍ଦନେ ଧୋଇଦେଲେ ନାଲି ମାଟି ନିଜକୁ କରିବାକୁ ପରିଚିତ ସର୍ବେ ବଢ଼ି ଆସିଲା ଅନେକ
Loading comments…
Comments
Loading comments…