by Amaresh Kumar Hanuman ✓ · 2 Nov 2018
ନା ହଉ ତୁ ରାଜି, ନା ହାରେ ମୁଁ ବାଜି; କାହାକୁ ଯେ କ୍ଷମିବ କିଏ ? ରାଗ ଟିକେ ତୋର, ରାଗ ଟିକେ ମୋର; ପାଇବାନି କିଛି ତହିଁରୁ କିଏ ?
Loading comments…
Loading comments…