by Tikeshwar Sahu ✓ · 23 Sept 2020
ଘରର ଦାୟିତ୍ବ ମହଙ୍ଗା ପରିବା ନହେଲେ ରୋଷେଇ ଫାଙ୍କା, ସବୁ ଦେଖି ଦେଖି ମୁଣ୍ଡଟା ପାଗଳ ମୁହଁ ହୋଇଯାଏ ବଙ୍କା |୪| ସାଇକେଲ ଧରି ବାହାରି ପଡ଼ିଲେ ପବନ କିଣିବା ପଡ଼େ, କେହି ବୁଝନ୍ତିନି ବାପାର ମରମ ହୃଦୟ କାହାର କେଡ଼େ |
Loading comments…
Loading comments…