by Parshuram Biswal ✓ · 22 Jul 2017
ମହଜୁଦକାରୀ କଳାବେପାରୀଙ୍କ ରାଜୁତି ଚାଲିଚି ଏଠି କୋଟିକୋଟି ଟଙ୍କା ନେଉଚନ୍ତି ଠକି, ଖୋଲୁନାହିଁ କା’ର ପାଟି ନୀଳାଚଳେ ବସି କି ଦେଖୁଚୁ ଜଗା ତୋ କାନେ ପଡୁନାହିଁଟି !
Loading comments…
Loading comments…