by Chinmaya Kumar Nayak ✓ · 26 May 2021
ତୁମ ଆକଟର ରୁଦ୍ଧ କବାଟ ଭିତରେ ରହିଥିବି ତୁମ ଦାସୀ ହୋଇ, ଆତ୍ମାଭିମାନର ଡେଣା କାଟି ଦେଲେ ମରିଯିବି ଆତ୍ମାହୁତି ଦେଇ।
Loading comments…
Loading comments…