by Sneha Mishra ✓ · 26 Nov 2020
ଜୀବନର ଡଙ୍ଗା ପହଞ୍ଚି ଆରପାରି ମୋଡେ | ସେଇ ଡଙ୍ଗା ମୋହ ତା’କୁ ଛାଡିବାକୁ ପଡେ ||୪|| ଅହର୍ନିଶ କରାଏ ମୁଁ ପାରି ସେଇ ଯାତ୍ରୀମାନଙ୍କୁ | ପାରି କରାଇ ଦିଅ ହେ ପ୍ରଭୁ ମୋ ଜୀବନ ଡଙ୍ଗାକୁ ||
Loading comments…
Comments
Loading comments…