by Prafulla Chandra Mishra ✓ · 16 May 2019
ଡରଲାଗେ ଦେଖି ଦୁନିଆ ନୀତି ଡରିଯାଉଛ କି ମୋ ଦୁଃଖ ଦେଖି , ଡେରିଥାଅ କର୍ଣ୍ଣ ଦୁଃଖୀ ଡାକକୁ ମୋ ଡାକ କି ଶୁଭେ ନାହିଁ ତୁମକୁ , ଡାକି ଡାକି ପ୍ରଭୁ ଥକିତ ଗଲିଣି ନଶୁଣୁଛ କିଆଁ ଜମା ହେ , ଡକା ବାଜୁଛି ମହିଁମା ହେ ।
Loading comments…
Comments
Loading comments…