by Purnima Prusty ✓ · 22 Apr 2020
ମୋ ମା ମତେ ଖାଇବା ଶିଖେଇ ଥିଲା ତୁମେ ଖାଇବା ବନେଇବା ଶିଖେଇ ଦିଅ ମୋ ମା ମତେ ଘର ସଜେଇବା ଶିଖେଇ ଥିଲା ତୁମେ ଘର ବନେଇବା ଶିଖେଇ ଦିଅ ମୋ ମା ମତେ ଯତ୍ନ ଦେଇଥିଲା ତୁମେ ଯତ୍ନ କରିବା ଶିଖେଇ ଦିଅ
Loading comments…
Loading comments…