120Log inSign up
Poem · Classics

ଦେବୀ ଦଶଭୁଜା

by Bijoy Jena ✓ · 10 Oct 2022

163Reads
0Likes
1Min read

ଦେବୀ ଦଶଭୁଜା ଆସନ୍ତି ଓଲାଇ ମରତକୁ ଥରେ ବର୍ଷେ ପାପ ରାଶି ସବୁ କ୍ଷୟ କରି କରି ପ୍ରକୃତି କରି ସରସେ। ଜଗତ ଜନନୀ ମାଆ ସିଏ ପରା ନ ଲୋଡ଼ନ୍ତି ବଳୀ ଭୋଗ ପଶୁ ବଳି ପ୍ରଥା କୁସ୍ଥିତ ଭାବନା ମନୁଁ ହଟାଇବା ଆଗ।

Loading comments…

ଦେବୀ ଦଶଭୁଜା · StoryMirror