by Kabiratna Nutan Kumar Behera ✓ · 16 Jun 2022
ହୋଇ ଅନାଥର ନାଥ କୃପାସିନ୍ଧୁ ଜଗନ୍ନାଥ ମାନବେ ଶିଖାନ୍ତି ସଦା ଜୀବନ ନୀତି ଗ୍ରୀଷ୍ମ ପରେ ବର୍ଷାଋତୁ ଧରାପୃଷ୍ଠେ ବୃଷ୍ଟିପାତୁ ସଂକଟ କରନ୍ତି ଦୂର ମିଳେ ଆଶ୍ଵସ୍ତି ଧନ୍ୟ ତାଙ୍କ କୃପା ଅପାର
Loading comments…
Comments
Loading comments…