by Pranati Mahapatra ✓ · 9 Jun 2019
ବାରମ୍ବାର ଧିକ୍କାରର ହାତୁଡି ପ୍ରହାର ପାଖରେ ମଧୁର ଚୁମ୍ବକୀୟ ଶବ୍ଦ ଜିଇଁବାର ଅଦ୍ଭୁତ ନିଶା ଜଗାଏ। ଶରୀରରେ, ଆତ୍ମା ରେ,ହୃଦୟରେ। କର୍ଣ୍ଣ ଗୁହ୍ୟରେ ଗୁଞ୍ଜରଣ ହୁଏ ପଥରର ଆଘାତ ସହିଲେ ଦେବତ୍ଵ ପ୍ରାପ୍ତି ହୁଏ।
Loading comments…
Loading comments…