by କଳ୍ପନା ରାୟ ✓ · 15 Oct 2020
କୃଷ୍ଣା ଆଉ କୃଷ୍ଣ, ଦୁହେଁ ଏକ ଅଭିନ୍ନ ଦେହ ଦୁଇ, ଆତ୍ମା କାର୍ଯ୍ୟ ଏକ ଧର୍ମର ଧ୍ଵଜା ଉଡାଇଲେ ଜଣେ ଅନ୍ୟ ଜଣକୁ ଗୋଟି କରି ଥିଲା ଦେହାତୀତ ପ୍ରେମ ପ୍ରତୀକ୍ଷା ହୁଏତ ଯୁଗ ଯୁଗର
Loading comments…
Loading comments…