by Anirudha Kund ✓ · 24 Sept 2020
ରାତିର ଶୂନ୍ୟତାରେ ଏକ ନୁଆ ମୁହଁ ନେଇ ଆବିର୍ଭୂତ ହୁଏ ଚିଲ ଶାଗୁଣା ପରି ମୋ ବୃତ୍ତିକୁ ପାପ କହୁଥିବା ଦିନର ଭଦ୍ରଲୋକ ପୂଣ୍ୟପୁରୁଷ
Loading comments…
Comments
Loading comments…