by Bidyut lata Mishra ✓ · 16 Sept 2019
ଭୁଲ ନ କରିଣ ଦଣ୍ଡ ସେ ଭୋଗୁଛି କେତେ କ୍ରୁର ସତ୍ୟ ବକ୍ଷରେ ଚାପିଛି ନାକ ଟେକି ତାକୁ କରନା ଛି ଛି ବିବର୍ଣ୍ଣ ଶରୀରେ ସୁକ୍ଷ୍ମ ହୃଦୟ ଅଛି ଦେଖିଛ କି କେବେ ତାକୁ?
Loading comments…
Loading comments…