by Prafulla Chandra Mishra ✓ · 22 Apr 2021
ନୁହେଁ ଭୀମ ଭୋଇ ଦାସିଆ ବାଉରୀ ଅବା ବଳରାମ ଦାସ ନୁହେଁ ସାଲବେଗ ବନ୍ଧୁ ମହାନ୍ତି ମୁଁ ତୋ ପଦ ତଳର ଦାସ ଭକ୍ତି ବିବର୍ଜିତ ଦୀନ ହୀନକର୍ମା କବି ବିଶ୍ଵକର୍ମା ପଦେ କରେ ଆରତେ ଜଣାଣ
Loading comments…
Comments
Loading comments…