by KRUTIBAS NAYAK ✓ · 31 Aug 2020
ସତ୍ୟ ଶାନ୍ତି ଧର୍ମ ମଇତ୍ରି ବଳେ, ଏଇ ଭାରତରେ ପ୍ରଦୀପ ଜଳେ | ଗାଉଥିବି ସଦା ଜନନୀ ଗାଥା, ତା' ଚରଣେ ଢାଳି ନିଜର ମଥା |
Loading comments…
Loading comments…