by Dr Baman Chandra Dixit ✓ · 25 Jun 2019
ମୁକ୍ତ ଆକାଶ ର ଶୁପ୍ତ ଏ ଶୂନ୍ୟତା ପବନ ର ରାଜ ପାଟ ପ୍ରଶ୍ୱାସ ନିମିତ୍ତ ତଥାପି ଅଳପ ପ୍ରାଣ ବାୟୁ ଛଟପଟ।। ଶ୍ବାସରୁଦ୍ଧ ଏଠି ଜୀବନ ଯେତେକ ମୃତ୍ୟୁ ବି ଖୋଜେ ରାହା ଶୁପ୍ତ ସକାଳ ଜାଗ୍ରତ ଯାମିନୀ ତୃଷାତୁରା ମଳାପହା।।
Loading comments…
Loading comments…