by Dr Baman Chandra Dixit ✓ · 25 Jun 2019
ଶ୍ବାସରୁଦ୍ଧ ଏଠି ଜୀବନ ଯେତେକ ମୃତ୍ୟୁ ବି ଖୋଜେ ରାହା ଶୁପ୍ତ ସକାଳ ଜାଗ୍ରତ ଯାମିନୀ ତୃଷାତୁରା ମଳାପହା।। ଲୁଣ୍ଠିତ ଲଜ୍ଜ୍ୟା କୁଣ୍ଠିତ ପୌରୁଷ ଅବଗୁଣ୍ଠନ ର ଆଳେ ରକ୍ତ ରଞ୍ଜିତ ମୁଁ ଯେ ମଧୁଶାଳା ବ୍ୟସନ ବସନ ତଳେ।।
Loading comments…
Loading comments…