by ଲିମନ ଦିଦି ✓ · 4 Oct 2021
ଗାଡିଗୁଡାକୁ ଚାହିଁଥାଏ ଅପୂର୍ବ ଚିଜ ପରି ଗାତକୁ ଯାଉ ଖିଆପିଆ ହେଲାଣି କେତେ ସରି ଗାଡି ତ ଗାଡି କାର୍ କିଣାହେଲା କରି ଧାର୍ କରଜ ଧାର୍ କରି ତେଲ ପକାଗଲା ଭାରି କିଛି ଦିନ ମଉଜ ଗାଡି ସଜବାଜ ଥରକୁ ଥର କରାଗଲା ଧାର୍ କରି
Loading comments…
Loading comments…