by Chittaranjan Nanda ✓ · 17 Jun 2022
ତୁମ ଲଲାଟର ଚିତା ଦେଖି ମନ ହୁଏ ତର ତର କେବେ ଦେଖିବି ତୁମର ଚାରୁ ଚନ୍ଦ୍ର ବଦନ ସତ କହୁଛି ଆହେ ଚକା ଆଖି ନିଜର ହେବାକୁ ଚାହେଁ ଚକା ଚକା ଦୁଇ ଆଖି କରେ ବିମୋହନ
Loading comments…
Loading comments…