by Rajendra Giri ✓ · 19 Dec 2018
ସାୱାର ତଳେ ଛିଡା ହୋଇ ବର୍ଷାର ଭ୍ରମକୁ ଦେଖିଲା ବେଳେ କେତେ ରଙ୍ଗ ରଙ୍ଗର ଧାଡି ଆସୁଥିଲା ମାଡି ଖେଳି ଭାବି ଥିଲି କାଗଜରେ ଦେବି ବୋଳି,ସବୁ ଗଲି ଭୁଲି
Loading comments…
Loading comments…