by Debasis Rout ✓ · 28 Nov 2020
ଧିକ୍ ତୁମ ସଭ୍ୟ ସମାଜ.... ଧିକ୍ ତୁମ ସଭ୍ୟତା ଯେଉଠି ନାରୀ ପ୍ରତ୍ୟକ ଦିନ ପୀଡିତା ଓ ଧର୍ଷିତା ଧିକ୍ ତୁମ ନୀତି ନିୟମ.... ଧିକ୍ ତୁମ ପାରିବାପଣିଆ ଯେଉଠି ନାରୀର ନାହିଁ ସ୍ୱାଧିନତା ।।
Loading comments…
Comments
Loading comments…