ଧନରେ ଧନ ଆଜି ତୋ ଜନ୍ମଦିନ
ପାଇବୁ ସୁନା ଜୀବନ ,
ଆଖି ତୋର ଦେଖୁଛି ଯେଉଁ ସପନ
ହେଉ ସେ ସବୁ ପୂରଣ ।
ନୀଳ ଆକାଶର ସୁନା ପକ୍ଷୀ ପରି
ପାଇବୁ ତୁ ସ୍ଵାଧୀନତା ,
ସଭିଙ୍କର ସ୍ନେହ , ପ୍ରେମ ଆଦରରେ
ଉଚ୍ଚ ହେଇଯାଉ ମଥା ।
ଧନରେ ଧନ ଆଜି ତୋ ଜନ୍ମଦିନ
ପାଇବୁ ସୁନା ଜୀବନ ,
ଆଖି ତୋର ଦେଖୁଛି ଯେଉଁ ସପନ
ହେଉ ସେ ସବୁ ପୂରଣ ।
ନୀଳ ଆକାଶର ସୁନା ପକ୍ଷୀ ପରି
ପାଇବୁ ତୁ ସ୍ଵାଧୀନତା ,
ସଭିଙ୍କର ସ୍ନେହ , ପ୍ରେମ ଆଦରରେ
ଉଚ୍ଚ ହେଇଯାଉ ମଥା ।
Comments
Loading comments…