by Subhalaxmi Nayak ✓ · 12 May 2022
ଜ୍ଞାନୀ ଗୁଣୀ ଜନ ଲେଖିଲେ କଥା ଦୂରେଇ ରହିବ ଅଧର୍ମ ବିତ୍ତ ଠୁଁ ସଦା ନରିଆ ସାହୁ ନ ଶୁଣେ କାହା କଥା ଲୋଭି ମଣିଷର କି ଥାଏ ବିଚାର ଶକ୍ତି? ମଣିଷ ମାନୁନି ଏବେ ନରିଆ ହାକିମ ମଣୁଛି ନିଜକୁ ଧରାର ଇନ୍ଦ୍ର ସମ ଧନରେ ପୋତୁଛି ପାଟି ଯେ ଖୋଲୁ
Loading comments…
Comments
Loading comments…